Monday, 10 August, 2026г.
russian english deutsch french spanish portuguese czech greek georgian chinese japanese korean indonesian turkish thai uzbek

пример: покупка автомобиля в Запорожье

 

BOLE HUNTI (MANABASA GURUBAR GITA) ମାଣବସା ଗୁରୁବାର ଗୀତ - ବୋଲେ ହୁଁ ଟି | Namita Agrawal

BOLE HUNTI (MANABASA GURUBAR GITA) ମାଣବସା ଗୁରୁବାର ଗୀତ - ବୋଲେ ହୁଁ ଟି | Namita AgrawalУ вашего броузера проблема в совместимости с HTML5
♪ Full Song Available on ♪ JioSaavn : http://bit.ly/3460MBh Wynk : http://bit.ly/2XxpNTr Gaana : http://bit.ly/35lqIZQ Apple Music : https://apple.co/2OovpeM Amazon Prime Music : https://amzn.to/2CYFNET iTunes : https://apple.co/2refSWP Spotify : https://spoti.fi/335qu7E "ମାଣବସା ଗୁରୁବାର" ଓଡ଼ିଶାର ଘରେ ଘରେ "ଲକ୍ଷ୍ମୀ ପୁରାଣ" ନାମରେ ଖ୍ୟାତ । ମାର୍ଗଶୀର ମାସର ଗୁରୁବାର ଦିନ ଓଡ଼ିଶାର ପ୍ରତି ଘରେ ଲକ୍ଷ୍ମୀପୂଜା ବା ମାଣବସା ଗୁରୁବାର ପାଳିତ ହୁଏ ।ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ । ଦେବୀ ଲକ୍ଷ୍ମୀଙ୍କ ଏଭଳି ଆଚରଣରେ ପ୍ରଭୁ ବଳରାମ କ୍ରୋଧାନ୍ଵିତ ହୋଇ ଦେବୀଙ୍କୁ ଘରୁ ବାହାର କରିଦେବାକୁ ପ୍ରଭୁ ଜଗନ୍ନାଥଙ୍କୁ ଆଦେଶ ଦେଲେ । ଦେବୀ ଲକ୍ଷ୍ମୀ ଏଥିରେ ମର୍ମାହତ ହୋଇ ଶ୍ରୀମନ୍ଦିର ଛାଡି ଚାଲିଗଲେ । ହେଲେ ଦେବୀଙ୍କ କ୍ରୋଧ ଫଳରେ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ । ପରିଶେଷରେ ଦୁଇ ଭାଇ ନିଜର ଭୁଲ ବୁଝିପାରିଲେ ଏବଂ ଦୁଇ ଠାକୁରଙ୍କ ଅନୁରୋଧକ୍ରମେ ମା ଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସିଲେ । ଏହା ହିଁ ଲକ୍ଷ୍ମୀ ପୁରାଣର ମୁଖ୍ୟ ବିଷୟ ବସ୍ତୁ । ଏହି ପର୍ବରେ ଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । Album: Bole Hunti Singer: Namita Agrawal Video Artiste: Namita Agrawal Music Director: Traditional Lyrics: Basantaraj Samal Video Director: Producer: Sitaram Agrawal Music Label: Sidharth Music "Sidharth Music" ଏବଂ "Sidharth TV" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" YouTube Channelକୁ Subscribe କରନ୍ତୁ ଓ Bell ? ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I #SidharthMusic #SidharthTV #SitaramAgrawal #NamitaAgrawal
Мой аккаунт