Monday, 10 August, 2026г.
russian english deutsch french spanish portuguese czech greek georgian chinese japanese korean indonesian turkish thai uzbek

пример: покупка автомобиля в Запорожье

 

ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ

ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁУ вашего броузера проблема в совместимости с HTML5
ଘଟଗାଁ ବଡ଼ଜାମୁପଶି ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ଶିଶୁଙ୍କ ବୟସ ୪ରୁ ୫ ବର୍ଷ ହେବ। ଶୌଚ ପାଇଁ ଯାଇଥିବା ବେଳେ ବୁଡ଼ିଗଲେ ଦୁଇ ଶିଶୁ ।
Мой аккаунт